ସଡକ ସୁରକ୍ଷା କ୍ଷେତ୍ରରେ ଓଡିଶା ଶୀର୍ଷରେ August 29, 2024 7:04 pm ସମ୍ପ୍ରତି ଦିଲ୍ଲୀରେ ଆୟୋଜିତ ହୋଇଥିବା ଫିକି ଷଷ୍ଠ ସଡ଼କ ସୁରକ୍ଷା କନକ୍ଲେଭ ଅବସରରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ଓଡ଼ିଶା ପାଇଁ ଯୁଗ୍ମ ପରିବହନ କମିସନର (ସଡ଼କ ସୁରକ୍ଷା)