ରାଜ୍ଯରେ ହେବ ଶକ୍ତିପୀଠ କରିଡର: ପ୍ରଭାତୀ ପରିଡ଼ା April 9, 2025 6:43 pm ଆଗାମୀ ୨ବର୍ଷ ମଧ୍ୟରେ ଶକ୍ତିପୀଠ କରିଡ଼ର । ଯାହା ଗଞ୍ଜାମ ଜିଲ୍ଲାର ଆରାଧ୍ୟା ତାରାତାରିଣୀଙ୍କ ଠାରୁ ଆରମ୍ଭ କରି ଭୈରବୀ, ତାରିଣୀ, ବିରଜା, ଉଗ୍ରତାରା, କାଳିଜାଇ, ମଙ୍ଗଳା, ଭଗବତୀ ଶକ୍ତିପୀଠରେ ସାମିଲ ହେବେ ।