

ଲୋକଙ୍କୁ ଆଉ ହେବନି ବାଲି କିଣା ଚିନ୍ତା l ୨ ଟ୍ରାକ୍ଟର ବାଲି ନିଶୁଳ୍କରେ ଦେବେ ଓଡିଶା ସରକାର l ଲୋକ କିପରି ଶସ୍ତାରେ ଘର କରିବେ ଚାଲିଛି ଯୋଜନା ଏହାକୁ ନେଇ ରାଜସ୍ଵ

ଆଉ ଦିନ କେତୋଟି ପରେ ଓଡ଼ିଶାରେ ମୋହନ ସରକାର ଏକବର୍ଷ ପୂରଣ କରିବେ l ଏହି ଉପଲକ୍ଷେ ସରକାରଙ୍କ ପକ୍ଷରୁ ଗୃହ ଯୋଜନାରେ ୧୦ ହିତାଧିକାରୀଙ୍କୁ ମିଳିବ ଘର l ବର୍ଷ ପୂର୍ତ୍ତି ଅବସରରେ
WhatsApp us