ଓଡିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ପ୍ରଦୀପ ଜେନା March 29, 2025 6:24 pm ରାଜ୍ଯରେ ଖାଲିଥିବା ଓଡିଶା ବିଦ୍ୟୁତ ରେଗୁଲାରିଟି କମିଶନ ପଦ ପାଇଁ ନବନିଯୁକ୍ତ ହେଲେ ଅବସରପ୍ରାପ୍ତ ଅଧିକାରୀ ପ୍ରଦୀପ ଜେନା l ସେ ୧୯୮୯ ବ୍ୟାଚ ଭାରତୀୟ ପ୍ରଶାସନିକ ସେବା ଅଫିସର। ୧୯୯୧ରେ କଳାହାଣ୍ଡି ଜିଲ୍ଲା