ମହାରାଷ୍ଟ୍ରରେ ଆରମ୍ଭ ହେଲା ମାଲହର ସାର୍ଟିଫିକେଟ୍ ଯାଞ୍ଚ March 11, 2025 5:28 pm ମହାରାଷ୍ଟ୍ର ସରକାରୀ ମନ୍ତ୍ରୀ ନୀତୀଶ ରାଣେ ସୋମବାର ‘ମାଲହାର ସାର୍ଟିଫିକେଟ୍’ ନାମକ ଏକ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି। ଯାହା ଫଳରେ ରାଜ୍ଯରେ ଜାଟକା ମଟନ୍ ବିକ୍ରି କରୁଥିବା ଦୋକାନଗୁଡ଼ିକ ସାରା ରାଜ୍ୟରେ ପଞ୍ଜୀକୃତ