ବଦଳୁଛି ଯୁବପିଢିଙ୍କ ପସନ୍ଦ! ଅନିମେସନ୍ ରେ କ୍ୟାରିଅର କାହିଁକି ? July 26, 2024 1:07 pm ପରିବର୍ତ୍ତିତ ସମୟ ସହ ବଦଳୁଛି ନିଯୁକ୍ତି ସୁଯୋଗ। ୨୦ ବର୍ଷ ତଳେ ଶିକ୍ଷା ବ୍ୟବସ୍ଥାରେ ଉଚ୍ଚ ଡିଗ୍ରୀକୁ ଅଧିକ ଗୁରୁତ୍ଵ ଦେଉଥିଲେ ନିଯୁକ୍ତିଦାତା। ନିଯୁକ୍ତିର ସର୍ତ୍ତ ସବୁବେଳେ ଅନୁଷ୍ଠାନ ବା ଉଦ୍ୟୋଗର ଉତ୍ପାଦନ କ୍ଷମତାକୁ