ଋତୁସ୍ରାବ ପାଇଁ କର୍ମଜୀବୀ ମହିଳାଙ୍କୁ ମିଳିବ ଦିନେ ଛୁଟି: ସ୍ୱାଧୀନତା ଦିବସରେ ଉପମୁଖ୍ୟମନ୍ତ୍ରୀ ବଡ ଘୋଷଣା August 16, 2024 6:39 pm ୭୮ତମ ସ୍ୱାଧୀନତା ଦିବସ ଅବସରରେ ମହିଳା କର୍ମଜୀବୀଙ୍କ ପାଇଁ ରାଜ୍ୟ ସରକାର ଆଣିଦେଇଛନ୍ତି ବଡ ଭେଟି। ଏଣିତି ଋତୁସ୍ରାବ ପାଇଁ ଉଭୟ ସରକାରୀ ଓ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିବା ମହିଳାଙ୍କୁ ମିଳିବ ଦିନେ