

ପୁରୀ: ସ୍ନାନ ପୂର୍ଣ୍ଣିମା ପରେ ଶ୍ରୀଜଗନ୍ନାଥ, ସୁଭଦ୍ରା ଓ ବଳଭଦ୍ର ଦେବୀ ଦେବତାମାନେ ଅସୁସ୍ଥ ଅବସ୍ଥାରେ ଅଣସର ଗୃହରେ ବିଶ୍ରାମ ନେଉଛନ୍ତି। ରାଜ ବୈଦ୍ୟଙ୍କ ନିର୍ଦ୍ଦେଶନାୟ ତାଙ୍କୁ ଅନେକ ପ୍ରାକୃତିକ ଔଷଧ ଓ ତୈଲ

ଚାରିଧାମ ମଧ୍ୟରେ ପୁରୀ ଅନ୍ୟତମ l ତେବେ ଦୈନଦିନ ଆସୁଥିବା ଭକ୍ତଙ୍କ ପ୍ରସାଦସେବନ ଲାଗି ଆନନ୍ଦ ବଜାରରେ ଭିଡ ଜମୁଛି l ତେବେ ଏହାର ନିୟନ୍ତ୍ରଣ ପାଇଁ ପୁରୀ ଶ୍ରୀମନ୍ଦିର ଗଜପତି ମହାରାଜା, ମୁଖ୍ୟ

ଉତ୍ତରପ୍ରଦେଶ/ପୁରୀ: ଆଜି ଠାରୁ ଆରମ୍ଭ ହୋଇଛି ପବିତ୍ର ମହାକୁମ୍ଭ ମେଳା l ସକାଳ ୭.୦୦ ସୁଦ୍ଧା ୩୫ ଲକ୍ଷ ଶ୍ରଦ୍ଧାଳୁ ବୁଡ ପକାଇଛନ୍ତି l ଫଳରେ ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ବୁଡ଼ ପାଇଁ ଭକ୍ତଙ୍କ

ପୁରୀ: ପର୍ଯ୍ୟଟକଙ୍କ ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ମହାପ୍ରଭୁଙ୍କ ଦର୍ଶନ ପାଇଁ ନାଟମଣ୍ଡପରେ ଆରମ୍ଭ ହେବାକୁ ଯାଉଛି ଧାଡ଼ିଦର୍ଶନ ବ୍ୟବସ୍ଥା । ନୂଆବର୍ଷ ଭିଡ଼କୁ ଆଖି ଆଗରେ ରଖି ଏହି ବ୍ୟବସ୍ଥାକୁ ଘୁଞ୍ଚାଇ ଦିଆଯାଇଛି

ଓଡିଶା: ଓଡ଼ିଶା ଆସିବେ ରାଜ୍ୟର ନୂଆ ରାଜ୍ୟପାଳ ହରିବାବୁ କମ୍ଭମ୍ ପତି । ଆଜି ଭୁବନେଶ୍ୱରରେ ପହଞ୍ଚିବା ପରେ ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ । ଆସନ୍ତାକାଲି ନୂଆ ରାଜ୍ୟପାଳ ଭାବେ ଶପଥ

ନୂଆଦିଲ୍ଲୀ: ଚଳିତବର୍ଷ ଡିସେମ୍ବର ମାସ ସୁଦ୍ଧା ପୁରୀ, ବାରାଣସୀ ଓ ହରିଦ୍ଵାର ଭଳି ଧାର୍ମିକ ସ୍ଥଳକୁ ଚଳିତବର୍ଷ ସର୍ବାଧିକ ତୀର୍ଥଯାତ୍ରୀ ଆସିଛନ୍ତି । ଗୋବର୍ଦ୍ଧନ ଓ ଦେଓଘର ପରି ପର୍ଯ୍ୟଟନସ୍ଥଳୀ ଲୋକପ୍ରିୟ ହେବାରେ ଲାଗିଛି।

ପୁରୀ: ଆସନ୍ତା ବଡଦିନ ଓ ନୂଆବର୍ଷକୁ ଦୃଷ୍ଟିରେ ରଖି ଭକ୍ତଙ୍କ ସୁରକ୍ଷିତ ଦର୍ଶନ ପାଇଁ ରାତି ୨ଟାରେ ଶ୍ରୀମନ୍ଦିର ଖୋଲାଯିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ । ଶୃଙ୍ଖଳିତ ଦର୍ଶନ ପାଇଁ ବଡ଼ଦାଣ୍ଡରେ ବ୍ୟାରିକେଡ୍ ବ୍ୟବସ୍ଥା

ପୁରୀ: ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆରମ୍ଭ ହୋଇଛି ପହିଲି ଭୋଗ ନୀତି । ଆଜି ଠାରୁ ଏକ ମାସ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ପାଖରେ ପହିଲି ଭୋଗ ନୀତି ଅନୁଷ୍ଠିତ ହେବ।

ପୁରୀ/ ବ୍ରହ୍ମଗିରି: ଏଣିକି ଶ୍ରୀମନ୍ଦିରକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ରହଣି ପାଇଁ କୌଣସି ସମସ୍ୟା ହେବନାହିଁ l ପୁରୀ ସହରର ବାସେଳିସାହିରେ ନିର୍ମିତ ଏହି ଧର୍ମଶାଳା ୩୭୦୦ ପର୍ଯ୍ୟଟକଙ୍କୁ ତଥା ବିଭିନ୍ନ ବରିଷ୍ଠ ନାଗରିକମାନଙ୍କୁ ରହିବାର

ନୂଆଦିଲ୍ଲୀ/ପୁରୀ: ଲୋକସଭାରେ ପୁରୀ ସାଂସଦ ସମ୍ବିତ ପାତ୍ର ରାଜ୍ୟର ପ୍ରମୁଖ ରେଳଷ୍ଟେସନରେ ମହାପ୍ରଭୁ ଜଗନ୍ନାଥଙ୍କ ଶୁଖୁଲା ପ୍ରସାଦ କେନ୍ଦ୍ର ଖୋଲିବାର ପ୍ରସ୍ତାବ ଦେଇଛନ୍ତି। ବୁଧବାର ପ୍ରଶ୍ନୋତ୍ତର କାଳରେ ସମ୍ବିତ କଟକ, ଭୁବନେଶ୍ବର, ପୁରୀ, ବାଲେଶ୍ଵର
WhatsApp us