ଖୁବଶୀଘ୍ର ଇଗ୍ନୋ ପାଠ୍ୟକ୍ରମକୁ ଓଡ଼ିଆରେ ଭାଷାରେ କରିବାକୁ ପ୍ରସ୍ତାବ: ଉମା କାଞ୍ଜିଲାଲ୍ April 21, 2025 1:38 pm ଅନେକ ଛାତ୍ରଛାତ୍ରୀ ବର୍ତ୍ତମାନ ନିଜର ଦୂରନ୍ତର ଶିକ୍ଷା ପାଇଁ ଇନ୍ଦିରାଗାନ୍ଧୀ ଜାତୀୟ ମୁକ୍ତ ବିଶ୍ବବିଦ୍ୟାଳୟରେ ନାମ ଲେଖାଉଛନ୍ତି l ତେବେ ଇଗ୍ନୋ ପାଠ୍ୟକ୍ରମକୁ ଓଡ଼ିଆ ଭାଷାରେ ପ୍ରଚଳନ ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀଙ୍କୁ