ଭାରତୀୟ କ୍ରିକେଟ ବୋର୍ଡରୁ ହଟିଲା “ଇମ୍ପାକ୍ଟ ପ୍ଲେୟାର” ନିୟମ October 22, 2024 10:31 pm ଚଳିତ କ୍ରିକେଟ ସିଜିନରେ ପୂର୍ବରୁ ଚାଲି ଆସୁଥିବା ଇମ୍ପାକ୍ଟ ପ୍ଲେୟାର’ ବ୍ୟବସ୍ଥାକୁ ରଦ୍ଦ କରିବାର ନିଷ୍ପତ୍ତି ବିସିସିଆଇ ପକ୍ଷରୁ ନିଆଯାଇଛି l ତେବେ ସୋମବାର ରାଜ୍ୟ କ୍ରିକେଟ ଆସୋସିଏସନକୁ ଜାତୀୟ କ୍ରିକେଟ ବୋର୍ଡ ସୂଚନା