ଫେମିନା ମିସ୍ ଇଣ୍ଡିଆ ୨୦୨୪ର ମୁକୁଟ ହାତେଇଲେ ନିକିତା ପୋରୱାଲ୍ October 18, 2024 12:33 pm ମଧ୍ୟପ୍ରଦେଶର ଉଜୈନ ବାସିନ୍ଦା ନିକିତା ପୋରୱାଲ ଫେମିନା ମିସ୍ ଇଣ୍ଡିଆ ୨୦୨୪ ଟାଇଟଲ୍ ଜିତିଛନ୍ତି। ବୁଧବାର ରାତିରେ ମୁମ୍ବାଇର ଓ୍ଵର୍ଲିଠାରେ ଆୟୋଜିତ ମିସ ଇଣ୍ଡିଆ ପ୍ରତିଯୋଗିତାରେ ବିଜୟୀ ହୋଇଛନ୍ତି ନିକିତା। ଦାଦ୍ରା ଓ ନଗର