ଚିରନିଦ୍ରାରେ ସୁଜୁକି ନିଗମର ଚେୟାରମ୍ୟାନ ଓସାମୁ ସୁଜୁକି December 27, 2024 6:53 pm ସୁଜୁକି ମୋଟର ନିଗମର ଚେୟାରମ୍ୟାନ୍ ଓସାମୁ ସୁଜୁକିଙ୍କର ୯୪ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ଲିମ୍ଫୋମା ରୋଗରେ ପୀଡିତ ଥିଲେ ଏବଂ ଏହି ରୋଗ ତାଙ୍କ ଜୀବନ ନେଇଥିଲା ବୋଲି କମ୍ପାନୀ ସୂତ୍ରରୁ