ଆବାସ ଯୋଜନାରେ ଘର ତିଆରି ପାଇଁ ଏଣିକି ମାଗଣା ବାଲି ଦେବେ ରାଜ୍ୟ ସରକାର June 7, 2025 5:55 pm ଲୋକଙ୍କୁ ଆଉ ହେବନି ବାଲି କିଣା ଚିନ୍ତା l ୨ ଟ୍ରାକ୍ଟର ବାଲି ନିଶୁଳ୍କରେ ଦେବେ ଓଡିଶା ସରକାର l ଲୋକ କିପରି ଶସ୍ତାରେ ଘର କରିବେ ଚାଲିଛି ଯୋଜନା ଏହାକୁ ନେଇ ରାଜସ୍ଵ