ଉତ୍ସବମୁଖର ରାଜଧାନୀ,ଉଦଘାଟନ ହେଲା ଆାଦିବାସୀ ମେଳା, ଆରମ୍ଭ ହୋଇଛି ପଥ ଉତ୍ସବ, ଏକାମ୍ର ଓ ପାର୍କ ଉତ୍ସବ January 6, 2025 1:22 pm ଭୁବନେଶ୍ବର: ନବବଧୂ ପରି ଆଲୋକମାଳାରେ ସଜେଇ ହୋଇଛି ଭୁବନେଶ୍ବର l ରାଜଧାନୀର ପଥ ହୋଇପଡିଛି ଚଳଚଞ୍ଚଳ l ଗତ ରବିବାର ଦିନ ଜନପଥରେ ଆରମ୍ଭ ହୋଇଛି ମେଗା ପଥ ଉତ୍ସବ l ଶୀତୁଆ ସକାଳକୁ