Explore

Search

June 14, 2025 3:59 pm

Genres

ଉଦଘାଟନ ହେଲା ପୃଥିବୀର ସବୁଠୁ ଉଚ୍ଚତମ ରେଳସେତୁ

ଜମ୍ମୁ କାଶ୍ମୀରର ଆର୍ଥିକ ଓ ପର୍ଯ୍ୟଟନ ହେବ ସଶକ୍ତ l ଚେନାବ ସେତୁ ଉପରେ ଉଦ୍‌ଘାଟିତ ହୋଇଛି ପୃଥିବୀର ସବୁଠୁ ଉଚ୍ଚତମ ରେଳସେତୁ l ଯାହାକୁ ଦେଶବାସୀଙ୍କୁ ସମର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି l ଯାହା ପୃଥିବୀର ସବୁଠୁ ଉଚ୍ଚତମ ରେଳସେତୁ l ଯାହାର ୧.୩ କିମି ଲମ୍ବା ଚେନାବ ସେତୁର ଉଚ୍ଚତା ୩୫୯ ମିଟର l ଏହା ଇଫେଲ ଟାୱାର ଓକୁତବ ମିନାରଠାରୁ ମଧ୍ଯ ଉଚ୍ଚ l ଏହାର ଲୋକାର୍ପଣ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସହିତ ଜାମ୍ମୁ ଓ କାଶ୍ମୀରର ମୁଖ୍ୟମନ୍ତ୍ରୀ ଓ ଉପରାଜ୍ୟପାଳ ଉପସ୍ଥିତ ଥିଲେ l ପ୍ରାୟ ୧୫ଶହ କୋଟି ଖର୍ଚ୍ଚରେ ନିର୍ମିତ ହୋଇଛି ବ୍ରିଜ୍ l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score