ଦିଲ୍ଲୀ ରାଜନୀତି ସରଗରମ ହୋଇଥିବା ବେଳେ ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି ଗଣତି ପ୍ରକ୍ରିୟା l ଏହି ସମୟରେ ଦିଲ୍ଲୀ ସଚିବାଳୟ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା l ଦିଲ୍ଲୀରେ ସରକାର ବଦଳିବାକୁ ଯାଉଥିଲା ବେଳେ ଏହି ସମୟରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନଥିପତ୍ରର ସୁରକ୍ଷା ପାଇଁ ଦିଲ୍ଲୀ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି l
ଫାଇଲ/ଡକ୍ୟୁମେଣ୍ଟ, କମ୍ପ୍ୟୁଟର ହାର୍ଡୱେର ଉପରେ ଧ୍ୟାନ ନିର୍ଦ୍ଦେଶ ମିଳିଥିବା ସହିତ ଯେପରି କିଛି ଦିଲ୍ଲୀ ସଚିବାଳୟ ବାହାରକୁ ନ ଯାଏଁ ସେଥିପ୍ରତି ଧ୍ୟାନ ଦିଆଯାଇଛି l ଶାଖା ମୁଖ୍ୟଙ୍କୁ ଏନେଇ ନିର୍ଦ୍ଦେଶ ଦେବାକୁ ସବୁ ବିଭାଗକୁ ଚିଠି କରାଯାଇଛି l

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |