Explore

Search

May 17, 2025 2:43 am

Genres

ଆଗାମୀ ଜନଗଣନାରେ ହେବ ଜାତିଭିତ୍ତିକ ଗଣନା

ଏଣିକି ହେବ ଜାତିଭିତ୍ତିକ ଗଣନା l କେନ୍ଦ୍ର କ୍ୟାବିନେଟ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଅନୁଯାୟୀ ଆଗାମୀ ଜନଗଣନା ବେଳେ ହେବ ଜାତିଭିତ୍ତିକ ଜନଗଣନା l ଆଗରୁ ଧର୍ମ ଆଧାରରେ କେବଳ ଗଣତି ହେଉଥିବା ବେଳେ ବର୍ତ୍ତମାନ ଏଥିରେ ଆସିଛି ନୂଆ ନିୟମ l ଫଳରେ କେଉଁ ଜାତିର ସମ୍ପ୍ରଦାୟ କେତେ ପରିମାଣରେ ଦେଶରେ ବସବାସ କରୁଛନ୍ତି ଏହା ସ୍ପଷ୍ଟ ଭାବେ ଜଣାପଡିବ l

ଏହାକୁ ନେଇ କ୍ୟାବିନେଟ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସୂଚନା ଦେଇଛନ୍ତି l ଜନଗଣନା ହେଉଛି କେନ୍ଦ୍ର ସରକାରଙ୍କ ବିଷୟ ଅଧିକାର l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score