Explore

Search

March 28, 2025 9:25 pm

Genres

ରାଜ୍ୟ ସରକାରଙ୍କ ବଡ ଘୋଷଣା ,ବଦଳିଲା କ୍ରୀଡା ପୁରସ୍କାର ନାଁ

Sports News

ଆସିଲା ରାଜ୍ୟ ସରକାରଙ୍କ ବଡ ଘୋଷଣା,ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାମ ବଦଳିଛି । ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ବଦଳରେ ‘ଓଡ଼ିଶା ରାଜ୍ୟ କ୍ରୀଡା ସମ୍ମାନ’ ରଖାଯାଇଛି । ପ୍ରତିବର୍ଷ ରାଜ୍ୟ କ୍ରୀଡା ବିଭାଗ ପକ୍ଷରୁ ଦିଆଯାଇଥାଏ “ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର” ।

ଜାତୀୟ କ୍ରୀଡା ଦିବସରେ ଓଡ଼ିଶାର କୃତି, ସଫଳ କ୍ରୀଡା ବିତ୍‍, କୋଚ୍‍, କ୍ରୀଡା ସାମ୍ବାଦିକ ଏବଂ କ୍ରୀଡା ଅନୁଷ୍ଠାନକୁ ଦିଆଯାଇଥାଏ ଏହି ପୁରସ୍କାର । ୨୦୦୧ ମସିହା ରୁ ଏହି ପୁରସ୍କାର ଦିଆଯାଇଆସୁଥିଲା ମାତ୍ର ଚଳିତ ବର୍ଷ ରାଜ୍ୟରେ ସରକାର ପରିବର୍ତ୍ତନ ହୋଇଥିବାରୁ ସରକାର ପୂର୍ବ ସରକାରଙ୍କ ବିଭିନ୍ନ ଯୋଜନାର ନାଁ ପରିବର୍ତ୍ତନ କରୁଛନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score