Explore

Search

January 19, 2025 10:09 pm

Genres

ରାଜଧାନୀରେ ଗଡିଲା ଡବଲ୍ ଡେକର ବସ୍, ଲୋକାର୍ପଣ କରିଲେ ମୁଖ୍ଯମନ୍ତ୍ରୀ

odisha double decker bus

ଭୁବନେଶ୍ବର: ପ୍ରବାସୀ ଭାରତୀୟ ଦିବସ ପାଳନ ଅବସରରେ ଦୁଇ ଥାକିଆ ବସ୍‌ରେ ପ୍ରବାସୀ ଭାରତୀୟମାନେ ବସି ବୁଲିବେ । ଏଥିସହ ୧୦ଟି ହପ୍ ଅନ୍ ହପ୍ ଅଫ ଓ ୨୫ଟି ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଇ-ବସର ଶୁଭାରମ୍ଭ ହୋଇଛି । ଏହି ବସ୍‌ ଭୁବନେଶ୍ବରରୁ ପୁରୀ ପର୍ଯ୍ୟନ୍ତ ଯାତ୍ରୀଙ୍କୁ ସେବା ଯୋଗାଇବ ।ଗାଡ଼କଣରେ ଏହି ଡବଲ ଡେକର ବସ କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୫ଟି ଡବଲ ଡେକର ବସ ଗଡ଼ିଛି ।

ଏହି ଡବଲ ଡେକର ବସ୍‌ରେ ପ୍ରବାସୀ ଭାରତୀୟମାନେ ବସି ବୁଲିବେ । ଏଥିସହ ୧୦ଟି ହପ୍ ଅନ୍ ହପ୍ ଅଫ ଓ ୨୫ଟି ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଇ-ବସର ଶୁଭାରମ୍ଭ ହୋଇଛି । ଏହି ବସ୍‌ ପୁରୀରେ ଯାତ୍ରୀଙ୍କୁ ସେବା ଯୋଗାଇବ ।ଗାଡ଼କଣରେ ଥିବା କ୍ରୁଟ୍ ଡିପୋରେ ଏହି ବସ ସେବାର ଲୋକାର୍ପଣ କାର୍ଯ୍ୟକ୍ରମ ହୋଇଥିଲା । ଉତ୍ସବରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ , ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ପ୍ରମୁଖ ଅଧିକାରୀ ଯୋଗ ଦେଇଥିଲେ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score