Explore

Search

March 27, 2025 3:01 am

Genres

ବିଧାନସଭା ହେବ ପେପରଲେସ୍‌ ସଦସ୍ୟ ବ୍ୟବହାର କରିବେ ଟ୍ୟାବଲେଟ୍‌

ବିଧାନସଭା ହେବ ପେପରଲେସ୍‌ ସଦସ୍ୟ ବ୍ୟବହାର କରିବେ ଟ୍ୟାବଲେଟ୍‌

ଓଡିଶା ବିଧାନସଭାରେ ପ୍ରୟୋଗ ହେବ ପ୍ରଯୁକ୍ତି ବିଦ୍ୟା l ବିଧାନସଭା ହେବ ପେପରଲେସ୍‌ l ସବୁ ସଦସ୍ୟଙ୍କ ଟେବୁଲରେ ରହିବ ଟ୍ୟାବଲେଟ୍‌ l ବିଧାନସଭା ସିଟ ସହ ଟ୍ୟାବଲେଟ୍‌ ସେଟ୍‌ ହୋଇଛି l ବିଧାନସଭାରେ ୧୪୭ ବିଧାୟକଙ୍କ ଆସନରେ ଲାଗିଲା ଟ୍ୟାବ l l ଆଜି ଏହାର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l ଏଥିସହିତ ଅଧିବେଶନ ପୂର୍ବରୁ ବିଧାନସଭାରେ ଚାଲିଛି ସର୍ବଦଳୀୟ ବୈଠକ l ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ l ସୁରୁଖୁରୁରେ ଗୃହ ପରିଚାଳନା ନେଇ ଆଲୋଚନା l ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଉପସ୍ଥିତ ଏବଂ ବିରୋଧୀ ମୁଖ୍ୟ ସଚେତକ ଓ କଂଗ୍ରେସ ବିଧାୟକ ଦଳ ନେତା ମଧ୍ୟ ସାମିଲ ଅଛନ୍ତି l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score