Explore

Search

July 15, 2025 9:38 pm

Genres

ଇସ୍ରାଏଲ ଯୁଦ୍ଧକୁ ନେଇ ଟ୍ରମ୍ପଙ୍କ ଯୁଦ୍ଧବିରତି ଘୋଷଣା

ଇରାନ ଇସ୍ରାଏଲ ଯୁଦ୍ଧକୁ ନେଇ ଯୁଦ୍ଧବିରତି ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ l ୧୨ ଦିନର ଯୁଦ୍ଧ ଶେଷ ବୋଲି ଏକ୍ସ ଆକାଉଣ୍ଟରେ ଆମେରିକା ରାଷ୍ଟ୍ରପତିଙ୍କ ଦାବି l ଏଥିସହିତ ଉଭୟ ପକ୍ଷ ଯୁଦ୍ଧବିରତି ପାଇଁ ରାଜି ହୋଇଥିବା ଦାବି ‘୨୪ ଘଣ୍ଟା ପରେ ଶେଷ ହୋଇଯିବ ୧୨ ଦିନର ଯୁଦ୍ଧ’ l

ଏହାକୁ ନେଇ ଇରାନ ବୈଦେଶିକ ମନ୍ତ୍ରୀ ଆବ୍ବାସ ଅରଘାଚିଙ୍କ ଟ୍ବିଟ୍ l ‘ଯୁଦ୍ଧବିରତିକୁ ନେଇ କୌଣସି ଆଲୋଚନା ହୋଇନାହିଁ’ ‘ଯୁଦ୍ଧ ଇସ୍ରାଏଲ ଆରମ୍ଭ କରିଥିଲା, ଆମେ ନୁହେଁ’ l ସକାଳ ୪ଟା ଯାଏ ଇରାନ ପକ୍ଷରୁ ଚାଲିଥିଲା ଆକ୍ରମଣ ଏବଂ ୪ଟା ପରେ ଆଉ ଇରାନ ପକ୍ଷରୁ ହେବନି ପ୍ରତି ଆକ୍ରମଣ ବୋଲି ସୂଚନା ମିଳିଛି l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score