Explore

Search

May 13, 2025 7:17 pm

Genres

ପ୍ୟାରିସ ଅଲମ୍ପିକ୍ସରେ ଆର୍ଜେଣ୍ଟିନା ବିପକ୍ଷରେ ବିଜୟ ହାସଲ କଲା ମରୋକ୍କୋ

Paris Olympic News

ଚଳିତ ବର୍ଷ ପ୍ୟାରିସ ଅଲମ୍ପିକ୍ସର ପ୍ରଥମ ମ୍ୟାଚ ରେ ଫିଫା ବିଶ୍ୱକପ୍ ଏବଂ କୋପା ଆମେରିକା ଚାମ୍ପିଅନ୍ ଆର୍ଜେଣ୍ଟିନା ବିପକ୍ଷରେ ବିଜୟ ହାସଲ କରିଛି ମରୋକ୍କୋ । ସୂଚନା ମୁତାବକ ଆର୍ଜେଣ୍ଟିନାର କ୍ରିଷ୍ଟିଆନ୍ ମେଡିନା ଶେଷ ମିନିଟରେ ଗୋଲ୍ କରି 2-2 ଗୋଲ୍ ରେ ଡ୍ର ହାସଲ କରିବା ପରେ ମରୋକ୍କୋର ପ୍ରଶଂସକମାନେ ପଡ଼ିଆକୁ ଧସେଇ ପଶିବାରୁ ମ୍ୟାଚ ରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା ।

ମରୋକ୍କୋର ପ୍ରଶଂସକମାନଙ୍କ ଆକ୍ରମଣ ଖେଳକୁ ବନ୍ଦ କରିଦେଇଥିଲା, ଯାହା ପୁରୁଷ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଗ୍ରୁପ୍ ବି ର ଉଦଘାଟନୀ ଦିନରେ ମଧ୍ୟ ଦ୍ୱନ୍ଦ୍ୱ ସୃଷ୍ଟି କରିଥିଲା ।ସୂଚନା ମୁତାବକ ଟୁର୍ଣ୍ଣାମେଣ୍ଟର ର କାର୍ଯ୍ଯର ପ୍ରଥମ ଦିନରେ ଦ୍ୱନ୍ଦ୍ୱ ହେତୁ ପ୍ରଶଂସକମାନେ ପିଚ୍ ଉପରେ ଆକ୍ରମଣ କରିଥିଲେ ଏବଂ ଖେଳ ବନ୍ଦ କରିଦେଇଥିଲେ ଯେଉଁଥିପାଇଁ ଖେଳାଳି ମାନେ ଫିଲଡ ମଧ୍ୟ ଛାଡ଼ି ସାରିଥିଲେ ମାତ୍ର ସେଣ୍ଟ-ଏଟିନେ ର ପ୍ରଚେଷ୍ଟାରେ ପୁନଃଶୃଙ୍ଖଳାସ୍ଥାପିତ କରାଯାଇଥିଲା ଏବଂ ଏହା ଘୋଷଣା ହୋଇଥିଲା ଜେ ମ୍ୟାଚ ସମ୍ପୂର୍ଣ୍ଣ ହୋଇନାହିଁ ବରଂ ପରିସ୍ଥିତି କୁ ଦୃଷ୍ଟିରେ ରଖି ଅଧିକାରୀମାନଙ୍କ ଦ୍ୱାରା ସ୍ଥଗିତ ରଖାଯାଇଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score