Explore

Search

June 14, 2025 4:10 pm

Genres

ଡିସେମ୍ବର ୯ରେ ବାରବାଟୀରେ ହେବ ଟି-ଟ୍ବେଣ୍ଟି

ଓଡ଼ିଶାରେ ଥିବା କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସିର ଖବର l ପୁଣି ବାରବାଟୀରେ ଅନୁଷ୍ଠିତ ହେବ ମ୍ୟାଚ l ଝୁମିବ ରୌପ୍ୟ ନଗରୀ l ସୂଚନା ଅନୁଯାୟୀ ବାରବାଟୀ ଷ୍ଟାଡିୟମରେ ଚଳିତବର୍ଷ ଶେଷ ତଥା ଡିସେମ୍ବର ୯ରେ ଭାରତ ସହିତ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ ହେବ l ଏନେଇ ଭାରତୀୟ କ୍ରିକେଟ ବୋର୍ଡ ପକ୍ଷରୁ ଜାରି ହେଲା ବିଧିବଦ୍ଧ ଖେଳସୂଚୀ l
ନଭେମ୍ବରରୁ ଭାରତ ଗସ୍ତରେ ଆସୁଛି ଦକ୍ଷିଣ ଆଫ୍ରିକା l ୨ଟି ଟେଷ୍ଟ, ୩ଟି ଦିନିକିଆ ଓ ୫ଟି ଟି-୨୦ ମ୍ୟାଚ ହେବ ଫଳରେ ପ୍ରଥମ ଟି-ଟ୍ବେଣ୍ଟି ବାରବାଟୀରେ ହେବ l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score