Explore

Search

April 29, 2025 2:59 am

Genres

ଗୌହାଟୀରେ କେକେଆର୍ କୁ ଭେଟିବ ରାଜସ୍ଥାନ ରୟାଲ୍ସ

ଗୌହାଟୀରେ କେକେଆର୍ କୁ ଭେଟିବ ରାଜସ୍ଥାନ ରୟାଲ୍ସ

ଆଇପିଏଲର ଷଷ୍ଠ ମ୍ୟାଚ୍ ଆଜି ଗୌହାଟୀରେ ଅନୁଷ୍ଠିତ ହେବାକୁ ଯାଉଛି l କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଏବଂ ରାଜସ୍ଥାନ ରୟାଲ୍ସ (ଆରଆର) ନିଜ ମଧ୍ୟରେ କଡା ମୁକାବିଲା କରିବେ l ଉଭୟ ଦଳ ଓପନିଂ ମ୍ୟାଚ୍ ହାରିବା ପରେ ପୁଣି ତାଲିକାର ଶୀର୍ଷକୁ ଯିବାକୁ ଚାହୁଁଛନ୍ତି। ଏହି ମ୍ୟାଚରେ ବ୍ୟାଟିଂରେ ଅଲରାଉଣ୍ଡର ଆଣ୍ଡ୍ରେ ରସେଲ, ସୁନୀଲ ନାରିନ, ଭେଙ୍କଟେଶ ଆୟର ବୋଲର୍ସ ଭାବେ ବରୁଣ ଚକ୍ରବର୍ତ୍ତୀ, ଜୋଫ୍ରା ଆର୍ଚର, ସନ୍ଦୀପ ଶର୍ମା ଓ ୱିକେଟ୍ କିପର ସଞ୍ଜୁ ସାମସନ୍ ମଇଦାନକୁ ଓହ୍ଲାଇବେ l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score