ଗାଁଠୁ ସହର ସବୁଠି ଆଜି ଉତ୍ସବର ମାହୋଲ l ପହିଲି ରଜ ଠାରୁ ଆରମ୍ଭ ହୋଇଛି ଏହି ତିନିଦିନିଆ ଉତ୍ସବ l ଘରେ ଘରେ ଜମିଛି ପିଠା ପଣାର ଆସର l ଝିଅବୋହୁମାନେ ସଜେଇ ହୋଇ କରୁଛନ୍ତି ମଉଜ ସେଥିରେ ପୁଣି ବଜାରରେ ରଜ ପାନର ଚାହିଦା ଅନେକ l ଏଥିରୁ ବାଦ ପଡିନି ରାଜଧାନୀ ଭୁବନେଶ୍ବରରେ l ବିଭିନ୍ନ ସ୍ଥାନରେ ଚାଲିଛି ରଜ ମହୋତ୍ସବ l ସରକାରୀସ୍ତରରେ ପ୍ରଦର୍ଶନୀ ପଡିଆ,ପାନ୍ଥନିବାସ , ରବୀନ୍ଦ୍ର ମଣ୍ଡପ ଇତ୍ୟାଦି ସ୍ଥାନଠାରେ ୩ ଦିନ ଧରି ଚାଲିବ ରଜ ମହୋତ୍ସବ l

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
Post Views: 62