Explore

Search

May 24, 2025 9:42 am

Genres

ମାଟ୍ରିକ ରେଜଲ୍ଟରେ ଗଜପତି ଜିଲ୍ଲାରେ ପାସ୍‌ହାର ସର୍ବାଧିକ

ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ବାଜି ମାରିଛି ଗଜପତି ଜିଲ୍ଲା l ୯୯.୯୩% ପାସ ହାର ରହିଥିବା ବେଳେ ପୁଅଙ୍କ ପାସ ହାର ୯୪ ପ୍ରତିଶତ ଓ ଝିଅଙ୍କ ପାସ ହାର ୯୬ ପ୍ରତିଶତ ରହିଛି। ତେବେ ଏହି ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ ୫ ଲକ୍ଷ ୨ ହଜାର ୪୧୭ ଜଣ ।

ପାସ୍ କରିଛନ୍ତି ୪ ଲକ୍ଷ ୮୪ ହଜାର ୫୬୩ ଜଣ । ସେମାନଙ୍କ ମଧ୍ୟରୁ ୧୮୧୨ ଜଣ ଏ୧ ଗ୍ରେଡ ପାଇଥିବାବେଳେ, ୧୨ ହଜାର ୨୦୦ ଜଣ ଛାତ୍ରଛାତ୍ରୀ ଏ୨ ଗ୍ରେଡ ପାଇଛନ୍ତି । ସେହିପରି ବି୧ ଗ୍ରେଡ ପାଇଛନ୍ତି ୩୮ ହଜାର ୮୩୧ ଜଣ ଛାତ୍ରଛାତ୍ରୀ ଓ ବି୨ ଗ୍ରେଡ ପାଇଛନ୍ତି ୮୪ ହଜାର ୯୭୧ ଜଣ ଛାତ୍ରଛାତ୍ରୀ l ଏହି ଫଳାଫଳ ଅନୁଯାୟୀ ଗଜପତି ଜିଲ୍ଲାରେ ପାସ୍‌ହାର ସର୍ବାଧିକ ୯୯.୩୫% ରହିଥିବା ବେଳେ କୋରାପୁଟରେ ପାସ୍‌ହାର ସର୍ବନିମ୍ନ ୯୨.୮୩% ରହିଛି l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score