ରଥଯାତ୍ରାକୁ ଦୃଷ୍ଟିରେ ରଖି ଆଧ୍ୟାତ୍ମିକ ବାତାବରଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରର ୨ କିମି ପରିଧି ଭିତରେ ରହିବନି ମଦ ଦୋକାନ ଓ ଆମିଷ ଦୋକାନ ନିଷ୍ପତ୍ତି ନିଆଯାଇଛି l ଖୁବ୍ଶୀଘ୍ର ପ୍ରକ୍ରିୟା ଆରମ୍ଭ କରିବେ ରାଜ୍ୟ ସରକାର ବୋଲି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ବଡ଼ ସୂଚନା ଦେଇଛନ୍ତି l ସେହିପରି ପବିତ୍ର ସ୍ନାନପୂର୍ଣ୍ଣିମା ପାଇଁ ଟ୍ରାଫିକ ଆଡଭାଇଜରି ଜାରି କରାଯାଇଛି l ୧୦ ସଂଧ୍ୟାରୁ ମେଡିକାଲ ଛକରୁ ଶ୍ରୀମନ୍ଦିର ଯାଏ ୪ ଚକିଆ ଯାନ ଉପରେ କଟକଣା ୨ ଚକିଆ ଯାନ ପାଇଁ ମ୍ୟୁନିସିପାଲଟି ମାର୍କେଟ କମ୍ପ୍ଲେକ୍ସରେ ବ୍ୟବସ୍ଥା l ଭୁବନେଶ୍ୱର ପଟୁ ଆସିଲେ ଜେଲରୋଡ୍ ଓ ଶରଧାବାଲିରେ ପାର୍କିଂ ଓ କୋଣାର୍କ ଆଡୁ ଆସିଲେ ଶରଧାବାଲିରେ ପାର୍କିଂ ବ୍ୟବସ୍ଥା କରାଯାଇଛି ବୋଲି ପୁରୀ ପୋଲିସ ପକ୍ଷରୁ ନିୟମାବଳୀ ଜାରି ହୋଇଛି l

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |