Explore

Search

December 10, 2025 11:39 pm

ଜାତୀୟ ଖବର

ଭାରତର ବୃହତ୍ କୂଟନୀତିକ ବିଜୟ

ମିଳିତ ଜାତିସଂଘ ରିପୋର୍ଟରେ ଜମ୍ମୁ-କଶ୍ମୀରର ପହଲଗାମର ବୈସାରନ ଭ୍ୟାଲିରେ ନରସଂହାର କରିଥିବା ଲସ୍କରର ଚ୍ଛାୟା ସଂଗଠନ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ ବା ଟିଆରଏଫର ନାଁ। ମିଳିତ ଜାତିସଂଘ ସୁରକ୍ଷା ପରିଷଦ ୧୨୬୭ କଟକଣା କମିଟି

ଓଡିଶା ପର୍ଯ୍ୟଟନ ଶିଳ୍ପରେ ରେକର୍ଡ କଲା ଶିମିଳିପାଳ: ୧ କୋଟିରୁ ଉର୍ଦ୍ଧ୍ଵ ଆୟ

ଓଡ଼ିଶାର ଅନ୍ୟତମ ଜୈବ ବିବିଧତା ଅଞ୍ଚଳ ହେଉଛି ଶିମିଳିପାଳ ଅଭୟାରଣ୍ୟ l ନିକଟରେ ରାଷ୍ଟ୍ରୀୟ ଉଦ୍ୟାନ ମାନ୍ୟତା ପାଇବା ପରେ ଦେଶ ବିଦେଶରୁ ଶିମିଳିପାଳକୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିଛି । ଚଳିତ ବର୍ଷ ଶିମିଳିପାଳ

ସାମ୍ବାଦିକଙ୍କ ପାଇଁ ଖୁସି ଖବର ; ମାସିକ ପେନସନ ହଜାର ଟଙ୍କାକୁ ବୃଦ୍ଧି

ବିହାର ରାଜ୍ୟର ବୃଦ୍ଧି ହେଲା ସାମ୍ବାଦିକଙ୍କ ମାସିକ ଭତ୍ତା l ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅବସରପ୍ରାପ୍ତ ସାମ୍ବାଦିକଙ୍କୁ ଦେଇଛନ୍ତି ଭେଟି l ସାମାଜିକ ସୁରକ୍ଷା ପେନ୍‌ସନ୍‌ ପରେ ଏବେ

ସ୍ୱାସ୍ଥ୍ୟଗତ କାରଣରୁ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲେ ଜଗଦୀପ ଧନଖଡ଼

ଭାରତର ମହାମହିମ ଉପରାଷ୍ଟ୍ରପତି ପଦରୁ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି ଜଗଦୀପ ଧନଖଡ଼ । ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଧନଖଡ଼ ଇସ୍ତଫା ଦେଇଛନ୍ତି

ସଂସଦ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ଆରମ୍ଭ ହୋଇଛି ମୌସୁମୀ ଅଧିବେଶନ l ଯାହା ରାଷ୍ଟ୍ର ପାଇଁ ଗୌରବପୂର୍ଣ୍ଣ ଅଧିବେଶନ ଅଟେ l ଦେଶ ଭଲ ଭାବେ ଆଗକୁ ବଢ଼ୁଛି ବୋଲି ମନ୍ତବ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି l ଏହାସହିତ “ତୃତୀୟ

ଅନ୍ୟକୁ ଚାକିରୀ ଦେବା ପାଇଁ ପାଠ ପଢ: ମହାମହିମ ରାଷ୍ଟ୍ରପତି

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଗତକାଲି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରେଭେନ୍ସା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସାମିଲ ହୋଇ ସମାରୋହକୁ ସମ୍ୱୋଧିତ କରି କହିଥିଲେ ଯେ “ଛାତ୍ରଛାତ୍ରୀମାନେ ଚାକିରି କରିବାକୁ ନୁହେଁ

ଚୀନ୍ ଗସ୍ତରେ ଅଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ, ସମ୍ପର୍କ ସୁଦୃଢ ହେବା ଆଶା

ଚୀନ୍ ଗସ୍ତରେ ଯାଇଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର । ଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଚୀନ୍ ଗସ୍ତରେ ଯାଇଥିବା ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଚୀନ୍ ରାଷ୍ଟ୍ରପତି

ବିଶ୍ଵରେ ପୁଣି ଚମକିବ ଭାରତ, ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ

ଆଜିଠାରୁ ୮ ଦିନିଆ ବିଦେଶ ଗସ୍ତରେ ଯାଉଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି l ଏହି ୮ ଦିନରେ ୫ ଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ l ଘାନା, ତ୍ରିନିଦାଦ, ଆର୍ଜେଣ୍ଟିନା, ବ୍ରାଜିଲ ଓ

ମହାକାଶ ଅନୁଭୂତିକୁ ନେଇ ମୋଦିଙ୍କ ସହ ବାର୍ତ୍ତାଳାପ କଲେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା

ମହାକାଶରେ ଭାରତର ପ୍ରତିନିଧିତ୍ବ କରୁଥିବା ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିଛନ୍ତି ଯେଉଁ ବାର୍ତ୍ତାଳାପରେ ଭାରତକୁ ନେଇ ଗର୍ବିତ ଅନୁଭବ କରୁଛନ୍ତି ଶୁଭାଂଶୁ l ଏଥିସହ “ପୃଥିବୀ ବାହାରେ

୨୦ରେ ରାଜଧାନୀରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍‌ ସୋ’

ରାଜ୍ୟରେ ବିଜେପି ସରକାରର ପ୍ରଥମ ବର୍ଷପୂର୍ତ୍ତି ଉପଲକ୍ଷେ ଆସନ୍ତା ୨୦ତାରିଖରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ । ଦିନ ୩ଟା ସୁଦ୍ଧା ଭୁବନେଶ୍ୱର ବିମାନ ବନ୍ଦରରେ

Live Cricket Score