Explore

Search

April 13, 2026 1:26 am

ମନୋରଞ୍ଜନ ଖବର

କାଲିଠାରୁ ଆରମ୍ଭ ହେବ ଦେଶର ଚର୍ଚ୍ଚିତ ରିୟଲିଟି ଶୋ: ବିଗ୍ ବସ୍ – ୧୯

ଟିଭି ଜଗତର ସବୁଠାରୁ ପ୍ରସିଦ୍ଧ ଏବଂ ସଫଳ ରିଆଲିଟି ଶୋ, ବିଗ୍ ବସ୍, ପୁଣି ଥରେ ଦର୍ଶକଙ୍କ ନିକଟକୁ ଆସୁଛି । ଆସନ୍ତା କାଲିଠାରୁ ଅର୍ଥାତ୍ ଅଗଷ୍ଟ ୨୪ରୁ କଲର୍ସ ଚ୍ୟାନେଲରେ ଅଭିନେତା ସଲମାନ

ବିବାହ ବନ୍ଧନରେ ବାନ୍ଧି ହେଲେ ସମସ୍ତଙ୍କ ଲୋକପ୍ରିୟ “ଗୋପୀ ବହୁ” : ଚର୍ଚ୍ଚାରେ ଇନଷ୍ଟାଗ୍ରାମ ପୋଷ୍ଟ

ଭାରତୀୟ ଟେଲିଭିଜନର ଲୋକପ୍ରିୟ ଅଭିନେତ୍ରୀ ତଥା ‘ସାଥ୍ ନିଭାନା ସାଥିୟା’ରୁ ପରିଚିତ ହୋଇଥିବା ଗୋପୀ ବହୁ ତଥା ଅଭିନେତ୍ରୀ ଜିୟା ମାନେକ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି l ନିଜ ପରିବାରବର୍ଗଙ୍କ ଗହଣରେ ବିବାହ

ପାଞ୍ଚଟି ସିନେମା ହେବ କରମୁକ୍ତ : ଦମନ ଅନ୍ତର୍ଭୁକ୍ତ

ଓଡ଼ିଶାରେ ମୁକ୍ତିଲାଭ କରିଥିବା ପାଞ୍ଚଟି ସିନେମାର କର ଫେରସ୍ତ କରିବା ପାଇଁ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି l ତିନି ହିନ୍ଦୀ ସିନେମା ସମେତ ‘ଦମନ’ ଓ ‘ଡେଲିଭେରୀ ବଏ’ ସିନେମାକୁ ମିଳିବ ପ୍ରତିପୁରଣ

ରାଜ୍ୟସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ “ଏକତା” : ମୁଖ୍ୟ ଆକର୍ଷଣ ସାଜିଲେ ମାଧୁରୀ ଦୀକ୍ଷିତ

ଆଜି ଭୁବନେଶ୍ଵରସ୍ଥିତ ଜନତା ମଇଦାନରେ ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇଯାଇଛି ରାଜ୍ୟସ୍ତରୀୟ ଜାତୀୟ ହସ୍ତତନ୍ତ ମେଳା l ଏହି କାର୍ଯ୍ୟକ୍ରମରେ ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ସମ୍ମାନିତ ଅତିଥି

“ପୁଷ୍କରା” ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ସମ୍ମାନ : ଜାତୀୟ ଚଳଚ୍ଚିତ୍ର ପୁରସ୍କାର

ଗତକାଲି ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ତାଲିକା ଘୋଷଣା ହୋଇଯାଇଛି l ଏହି ଅବସରରେ ଓଡ଼ିଶା ଚଳଚ୍ଚିତ୍ର ଜଗତକୁ ମିଳିଛି ଜାତୀୟ ସମ୍ମାନ l ଓଡ଼ିଆ ଚଳଚ୍ଚିତ୍ର ‘ପୁଷ୍କରା’ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ବର୍ଗରେ

ଆଜିଠାରୁ ଷ୍ଟାର ପ୍ଲସରେ ପୁଣି ଫେରିବ: ସାସ ଭି କଭି ବହୁ ଥି -୨

ଦୀର୍ଘ ୨୫ ବର୍ଷ ପରେ ପୁଣି ଟେଲିଭିଜନ ଇତିହାସରେ ସର୍ବାଧିକ ଏପିସୋଡ କରିଥିବା ଧାରାବାହିକ “ସାସ ଭି କଭି ବହୁ ଥି” ନୂଆ ବିଷୟ ସହିତ ଆଜିଠାରୁ ଷ୍ଟାର ପ୍ଲସରେ ଆରମ୍ଭ ହେବାକୁ ଯାଉଛି

ରାଷ୍ଟ୍ରପତି ଭବନରେ ଓଡ଼ିଆ ଚଳଚ୍ଚିତ୍ର ନବକଳେବର ଦେଖିଲେ ମହାମହିମ

ଆମ ଓଡ଼ିଆ ସିନେମା ଜଗତ ପାଇଁ ଏକ ଗୌରବମୟ ଦିନ। ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରରେ ‘ଶ୍ରୀ ଜଗନ୍ନାଥଙ୍କ ନବକେଳବର’ ଓଡ଼ିଆ ଫିଲ୍ମକୁ ଦେଖିଛନ୍ତି ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହାପ୍ରଭୁ

ୱାର୍‌-୨ର ରିଲିଜ ହେଲା ପୋଷ୍ଟର, ଦର୍ଶକଙ୍କ ମଧ୍ୟରେ ଉତ୍ସାହ

ଅଭିନେତା ହ୍ରିତିକ ରୋଶନ ଓ ଜୁନିୟର ଏନ୍‌ଟିଆର୍‌ଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ୱାର୍‌-୨’ର ନୂଆ ପୋଷ୍ଟର୍‌ ରିଲିଜ୍‌ ହୋଇଛି । ଏଥିରେ ହ୍ରିତିକ, କିଆରା ଆଡ଼ଭାନି ଓ ଜୁନିୟର ଏନ୍‌ଟିଆର୍‌ଙ୍କୁ ଦମ୍‌ଦାର ଆକ୍ସନ୍‌ ଦେଖିବାକୁ ମିଳିଛି

ବିଦେଶରେ ଓଡ଼ିଶାର ପ୍ରଥମ ଫିଚର ଫିଲ୍ମ – “ବାଘୁଣୀ-ଡ୍ୟାନ୍ସ ଲାଇକ୍ ଏ ଟାଇଗର୍”

ଦିନକୁ ଦିନ ମୁଣ୍ଡ ଟେକୁଛି ଓଲିଉଡ ଜଗତ l ବର୍ତ୍ତମାନ ଓଡ଼ିଆ ସିନେମା ଏବଂ ସିନେ ପ୍ରେମୀଙ୍କ ଲାଗି ଆସିଛି ଖୁସିର ଖବର l ଅନ୍ତର୍ଜାତୀୟସ୍ତରୀୟ ଚଳଚ୍ଚିତ୍ର ପ୍ରଯୋଜନାରେ ଓଡ଼ିଶାର ପ୍ରଥମ ଫିଚର୍ ଫିଲ୍ମ

Live Cricket Score