

ଏଣିକି କେୱାଇସି ନକଲେ ହେବେ ହଇରାଣ l ଯଦ୍ୱାରା ଲୋକମାନେ ରାସନ ସାମଗ୍ରୀ ପାଇଁ ହଇରାଣ ହେବେ l ତେବେ ଜୁନ୍ରେ ସରିବ ରାସନ୍ କାର୍ଡ ପାଇଁ ଇ- କେୱାଇସି l ବାଦ୍ ପଡ଼ିପାରନ୍ତି

ଜମ୍ମୁ କାଶ୍ମୀରର ଆର୍ଥିକ ଓ ପର୍ଯ୍ୟଟନ ହେବ ସଶକ୍ତ l ଚେନାବ ସେତୁ ଉପରେ ଉଦ୍ଘାଟିତ ହୋଇଛି ପୃଥିବୀର ସବୁଠୁ ଉଚ୍ଚତମ ରେଳସେତୁ l ଯାହାକୁ ଦେଶବାସୀଙ୍କୁ ସମର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି l

ରାଜ୍ୟରେ ଅସହାୟ ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗଙ୍କ ସଂଖ୍ୟା ବୃଦ୍ଧିକୁ ନଜରରେ ରଖି ଓଡିଶା ସରକାର ସମସ୍ତ ଜିଲ୍ଲାରେ ଗୋଟିଏ ଲେଖାଏଁ ଇଣ୍ଟିଗ୍ରେଟେଡ୍ ଇନଫ୍ରାଷ୍ଟକଚର କମ୍ପେ୍ଲକ୍ସ(ଆଇଆଇସି) ସ୍ଥାପନ ଓ ପରିଚାଳନା କରିବାକୁ ନିଷ୍ପତ୍ତି ନେଇଛନ୍ତି ।
WhatsApp us