ଏଣିକି ରାଜଧାନୀରେ ଘର କିଣିବା ସ୍ଵପ୍ନ ହେବ ପୂରଣ l ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଆକର୍ଷଣ କରିଛନ୍ତି l ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସୂଚନା ଦେଇଛନ୍ତି l
୧୫ ଲକ୍ଷ ଟଙ୍କାରେ ରାଜଧାନୀରେ ମିଳିବ ଘର l ସରକାରଙ୍କ ଫୋକସ୍ରେ ଆର୍ଥିକ ଦୁର୍ବଳ ଓ ନିମ୍ନ ଆୟକାରୀ ବର୍ଗ l ନଗର ଉନ୍ନୟନ ବିଭାଗ ପ୍ରୟାସରେ ଘର ତିଆରି ହେବ l ଘରୋଇ କ୍ଷେତ୍ର ସହଯୋଗରେ ଶସ୍ତା ଘର ହେବ l ଅଲଗା ଅଲଗା ବର୍ଗ ପାଇଁ ୧୫ରୁ ୫୦ ଲକ୍ଷ ଟଙ୍କାର ଘର l ସୁଲଭ ମୂଲ୍ୟରେ ଘର ଯୋଗାଇବେ ଓଡିଶା ସରକାର l

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
Post Views: 35