Explore

Search

June 16, 2025 3:30 am

Genres

୧୦୦ ଗାଁ ହେବ ମହାପୁରୁଷ ଆଦର୍ଶ ଗ୍ରାମ : ପଞ୍ଚାୟତିରାଜ ମନ୍ତ୍ରୀ

ଓଡ଼ିଆ ଅସ୍ମିତାକୁ ଗୁରୁତ୍ଵ ଦେଉଥିବା ମୋହନ ସରକାର ଏହି ସଂକ୍ରାନ୍ତରେ ଆଉ ପାଦେ ଆଗକୁ ବଢିଛନ୍ତି l ରାଜ୍ଯରେ ୧୦୦ ଗାଁ ହେବ ମହାପୁରୁଷ ଆଦର୍ଶ ଗ୍ରାମ ବୋଲି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ l ପ୍ରାୟ ୧୦୦ରୁ ୧୫୦ ଗାଁ ହେବ ମହାପୁରୁଷ ଆଦର୍ଶ ଗ୍ରାମ ହେବ l ସାରସ୍ବତ,ସମାଜ ସଂସ୍କାରକ କାର୍ଯ୍ୟରେ ମୁଖ୍ୟଭାବେ ଭୂମିକା ନେଇଥିବା ମହାପୁରୁଷମାନଙ୍କ ଜନ୍ମିତ ସ୍ଥାନ ଯାହା ଅବହେଳିତ ହୋଇ ରହିଛି ସେହି ଗ୍ରାମୀଣ ଭିତ୍ତିଭୂମିର ହେବ ଉନ୍ନତି l ଗାଁକୁ ରାସ୍ତା ସହ ପିଇବାକୁ ଓ କ୍ଷେତକୁ ପାଣି ପହଞ୍ଚିବ ସେହିପରି ମହାପୁରୁଷ ଆଦର୍ଶ ଗାଁରେ ସ୍କୁଲ ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ସୁଧୁରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ମନ୍ତ୍ରୀ l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score