Explore

Search

July 15, 2025 3:02 am

Genres

ରଥଯାତ୍ରାରେ ଲାଗିବ ଏଆଇ କ୍ୟାମେରା

ମହାକୁମ୍ଭ ପରେ ଏଣିକି ଓଡ଼ିଶାରେ ଲାଗିବ ଏଆଇ କ୍ୟାମେରା l ଭୁବନେଶ୍ବର ଉତ୍ତରା ଛକରୁ ପୁରୀ ଯାଏଁ ଲାଗିବ ଏଆଇ କ୍ୟାମେରା l ପୁରୀରୁ କୋଣାର୍କ ଯାଏଁ ରାସ୍ତାରେ ଖଞ୍ଜା ହେବ କ୍ୟାମେରା l ଇଣ୍ଟିଗ୍ରେଟେଡ୍‌ କମାଣ୍ଡ କଣ୍ଟ୍ରୋଲଲ ବ୍ୟବସ୍ଥା ଜରିଆରେ ଭିଡ଼ ନିୟନ୍ତ୍ରଣ କରାଯିବା ସହ ସୁରକ୍ଷା ବ୍ୟବସ୍ଥା ହେବ ମଜବୁତ l ଏହାକୁ ନେଇ ସୂଚନା ଦେଇଛନ୍ତି ପୁଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score