Explore

Search

June 14, 2025 5:13 pm

Genres

ଜୁନ୍‌ରେ ସରିବ ରାସନ୍‌ କାର୍ଡ ପାଇଁ ଇ- କେୱାଇସି: ମନ୍ତ୍ରୀ

ଏଣିକି କେୱାଇସି ନକଲେ ହେବେ ହଇରାଣ l ଯଦ୍ୱାରା ଲୋକମାନେ ରାସନ ସାମଗ୍ରୀ ପାଇଁ ହଇରାଣ ହେବେ l ତେବେ ଜୁନ୍‌ରେ ସରିବ ରାସନ୍‌ କାର୍ଡ ପାଇଁ ଇ- କେୱାଇସି l ବାଦ୍‌ ପଡ଼ିପାରନ୍ତି ୨୦ ଲକ୍ଷ ହିତାଧୀକାରୀ ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର l ଏବେ ସୁଦ୍ଧା ୨୦ ଲକ୍ଷ ଇ-କେୱାଇସି କରିନାହାନ୍ତି ଓ ପ୍ରାୟ ୯୫ ପ୍ରତିଶତ ଲୋକ ଇ- କେୱାଇସି କରି ସାରିଛନ୍ତି l ଫଳରେ ଜୁନ୍‌ରେ ଅବଧି ସରିବା ପରେ ଅଯୋଗ୍ୟ ବାଦ୍ ପଡି଼ବେ l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score