Explore

Search

April 29, 2025 3:00 am

Genres

ଓଡିଶାକୁ ପୁରିଲା ୮୮ ବର୍ଷ ,ପାଳନ ହେଉଛି ଓଡିଶା ଦିବସ

ଓଡିଶାକୁ ପୁରିଲା ୮୮ ବର୍ଷ ,ପାଳନ ହେଉଛି ଓଡିଶା ଦିବସ

ଆଜି ପବିତ୍ର ଓଡିଶା ଦିବସ ଅବସରରେ ଆଜି ସାରା ରାଜ୍ୟ ହୋଇପଡିଛି ଉତ୍ସବମୁଖର l ପ୍ରଥମଥର ପାଳନ ହେବ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ । ରାଜ୍ୟସ୍ତରୀୟ ଓଡ଼ିଶା ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ। ପ୍ରଥମ କରି ଉତ୍କଳ ଦିବସର ନାମ ପରିବର୍ତ୍ତନ କରି ରାଜ୍ୟ ସରକାର ଓଡିଶା ଦିବସ ଭାବେ ପାଳନ କରିବେ l ‘ଓଡ଼ିଆ ପକ୍ଷ’ ପାଳନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ ୧ରୁ ୧୪ ଏପ୍ରିଲ୍ ଯାଏଁ ପାଳନ କରିବାକୁ ଉପଦେଶ l ‘ଓଡ଼ିଶା ଦିବସ’ ରୁ ‘ଓଡ଼ିଆ ନବବର୍ଷ’ ଯାଏ ମହାପୁରୁଷଙ୍କ ବଳିଦାନକୁ ସ୍ମରଣ କରିବା ସହିତ ଓଡିଶାର ପିଠାପଣା ଓ ସଂସ୍କୃତିକୁ ପଞ୍ଚାୟତରୁ ସହର ପର୍ଯ୍ୟନ୍ତ ପ୍ରତି ଘରେଘରେ ପାଳିବାକୁ ଉପଦେଶ ଦେଇଛନ୍ତି ସରକାର l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score