ଲୋକଙ୍କୁ ଆଉ ହେବନି ବାଲି କିଣା ଚିନ୍ତା l ୨ ଟ୍ରାକ୍ଟର ବାଲି ନିଶୁଳ୍କରେ ଦେବେ ଓଡିଶା ସରକାର l ଲୋକ କିପରି ଶସ୍ତାରେ ଘର କରିବେ ଚାଲିଛି ଯୋଜନା ଏହାକୁ ନେଇ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ଦେଇଛନ୍ତି l ହାଇୱା ବଦଳରେ ବ୍ୟବହାର ହେବ ଅଲଗା ଗାଡ଼ି l ହାଇୱାରେ ବାଲି ଅଣାଯାଉଥିବାରୁ ଖରାପ ହେଉଛି ରାସ୍ତା l କେଉଁ ଗାଡ଼ିରେ ବାଲି ଅଣାଯିବ ଆସିବ ଏସୋପି l

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
Post Views: 27