Explore

Search

June 14, 2025 5:22 pm

Genres

ଅନଗ୍ରସର ନାଗରିକଙ୍କୁ ସଚେତନ କରିବ “ସହଯୋଗ ରଥ”

ସାଧାରଣ ଲୋକଙ୍କ ପାଖରେ ସମସ୍ତ ସରକାରୀ ଯୋଜନାକୁ ପହଞ୍ଚାଇବା ପାଇଁ ଗଞ୍ଜାମ ସରକାରଙ୍କ ଅଭିନବ ପ୍ରୟାସ l ଜିଲ୍ଲା ପ୍ରଶାସନଙ୍କ ଉଦ୍ୟମରେ ଆରମ୍ଭ ହୋଇଛି “ସହଯୋଗ ରଥ” l ଯାହା ଏକ ଭ୍ରାମ୍ୟମାଣ ସହାୟତା କେନ୍ଦ୍ର ମାଧ୍ୟମରେ ସହରାଞ୍ଚଳର ଅନଗ୍ରସର ନାଗରିକଙ୍କୁ ବିଭିନ୍ନ ସରକାରୀ ଯୋଜନାର ସୁବିଧା ବିଷୟରେ ସଚେତନ କରିବା। ଏହାର ଶୁଭ ଉଦଘାଟନ ଅବସରରେ ମାନ୍ୟବର ଛତ୍ରପୁର ବିଧାୟକ, ଗଞ୍ଜାମ ଜିଲ୍ଲାପାଳ ଓ ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଉପସ୍ଥିତ ଥିଲେ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score